ବାର୍ଡ ଫ୍ଲୁ ସ୍ଥିତି ନେଇ ଚାଷୀଙ୍କୁ ମିଳିବ କ୍ଷତିପୂରଣ।

ବାର୍ଡ ଫ୍ଲୁରେ ସଂକ୍ରମିତ ପୁରୀ ଜିଲ୍ଲାର ଡେଲାଙ୍ଗ ଅଞ୍ଚଳ। ଗତକାଲି ଦ୍ବିତୀୟ ଦିନରେ ବି କୁକୁଡା ମରା ଅଭିଯାନ ଜାରି ରହିଥିଲା।…