ଚାରି ଦିନ ଯାଏଁ ତ୍ରାହି ନାହିଁ, 11 ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ରାଜ୍ୟରେ ଅନୁଭୂତ ହେଉଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଆଜିକୁ ମିଶାଇ ଆସନ୍ତା ୩ ଦିନ ପାରଦ ଉପରମୁହାଁ ରହିବ ।…