ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ କେତେଟାରୁ ହାଣ୍ଡି ଛାଡ଼

ଦୋଳ ପୂର୍ଣ୍ଣିମା ସଂଗଠିତ ହେବାକୁ ଯାଉଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଏହି ଗ୍ରହଣ ଆଂଶିକ ହୋଇଥିବା ବେଳେ କଣ ରହିଛି ଏହାର ପ୍ରଭାବ ଜାଣନ୍ତୁ । ମାର୍ଚ୍ଚମାସ ୩ ତାରିଖ ଭାରତୀୟ ସମୟ ଦିନ ୨ ଟା ୧୪ ମିନିଟ ରେ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବ । ଦିନ ୩ ଟା ୨୦ ମିନିଟ ସମୟ ରେ । ଆଂଶିକ ଗ୍ରହଣ ଦିନ ୩ ଟା ୨୦ ମିନିଟରେ ଆରମ୍ଭ ହୋଇ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଅପରାହ୍ନ ୪ ଟା ୩୪ ମିନିଟ ରୁ ୫ ଟା ୩୨ ମିନିଟ ଯାଏଁ ଘଟିବ । ଆଂଶିକ ଗ୍ରହଣ ସନ୍ଧ୍ୟା ୬ ଟା ୪୭ ରେ ପୂର୍ଣ୍ଣ ଭାବରେ ଦେଖାଯିବ । ଚଳିତ ୨୦୨୬ ମସିହା ରେ ୨ ଟି ଚନ୍ଦ୍ର ଗ୍ରହଣ ଓ ଦୁଇଟି ସୂର୍ଯ୍ୟ ପରାଗ ଦେଖାଯିବ।

ଚନ୍ଦ୍ର ଗ୍ରହଣ ର ଗୋଟିଏ ବରିଳ ତଥା ସୁନ୍ଦର ମୋଜାଗତିକ ଦୃେୟ ଯାହା ଖାଲି ଆଖିରେ ସହଜ ରେ ଦେଖିପାରିବେ । ଏହାର କୌଣସି ପ୍ରଭାବ ଆମ ଉପରେ ତଥା ପୃଥିବୀ ଉପରେ ନାହିଁ । ଏହା ଆଂଶିକ ଗ୍ରହଣ ଭାବରେ ସନ୍ଧ୍ୟା ୬ ଟା ୪୭ ଯାଏଁ ରହିବ । ଆସନ୍ତୁ ଏହି ସୁନ୍ଦର ଦୃେୟ ଗୁଡକିୁଉପରଭାଗ କରବା, ଏହା ପଛରେ ଥିବା କାରଣ ଗୁଡକି ଜାଣିବା ଓ ସମାଜରର ଥିବା ଅନ୍ଧ୍ ବିଶ୍ଵାସ କୁ ଦୁରିକରିବାରେ ସହାୟକ ହେବ।।

Leave a Reply

Your email address will not be published. Required fields are marked *