DNK LIVE NEWS-ଭୁବନେଶ୍ଵର: ପିୟୁସିସି କୁ ନେଇ ବଡ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି ସମସ୍ତଙ୍କୁ ପିୟୁସିସି କରିବା ବାଧ୍ୟତାମୂଳକ । ଟୋଲ୍ ଗେଟ୍ରେ ପିୟୁସିସି ଫାଇନ୍ କମାଇବା ପାଇଁ ଯୋଜନା। ୧୦ ହଜାର ଟଙ୍କା ଫାଇନ୍ କୁ କମ୍ କରିବାକୁ ଆଲୋଚନା କରିଛନ୍ତି।

ଗାଡ଼ିଟେ ଥିଲେ ପିୟୁସିସି ଆବଶ୍ୟକ । ଯେମିତି ଫିଟନେସ ଦରକାର, ଲାଇସେନ୍ସ ଦରକାର ସେମିତି ପିୟୁସିସି ର ମଧ୍ୟ ଆବଶ୍ୟକ ଅଛି। ହଠାତ୍ କାର୍ଯ୍ୟକାରୀ କରାଯିବାରୁ ଲୋକେ ଭାବିଲେ । ଯେହେତୁ ଓଡ଼ିଶାର ବାୟୁ ପ୍ରଦୂଷଣ ବଢୁଛି । ବାଧ୍ୟବାଧ୍ୟକତାରେ ହେବା ଆବଶ୍ୟକ।