ମାଛ କରିଦେଲା ମାଲାମାଲ୍, ରାତିକରେ କୋଟିପତି ହୋଇଗଲେ ଧିବର

ଦୀଘା : ରବିବାର ସକାଳେ, ଓଡିଶା ପଶ୍ଚିମ ବଙ୍ଗ ଦୀଘା ମୁହାଣରେ 90 ଖଣ୍ଡ ତେଲିଆ ଭୋଳା ମାଛ ମତ୍ସ୍ୟ ଯିବି ଙ୍କ ଜାଲ ରେ ପଡ଼ି ଥିଲା,ପ୍ରତ୍ୟେକର ଓଜନ 30 ରୁ 35 କିଲୋଗ୍ରାମ, ପ୍ରାୟ ଏକ କୋଟି ଟଙ୍କାରେ ନିଲାମ କରାଯାଇଥିଲା। ମାଛଗୁଡ଼ିକୁ ଦୀଘା ମୁହାଣକୁ ଅଣାଯାଇଥାଏ ।

ମାଛ ଆସିବା ପରେ, ଏହି ମାଛ ଗଭୀର ସମୁଦ୍ରରେ ମିଳିଥାଏ। ମାଛ ପିତ୍ତ ଏବଂ ଅନ୍ୟାନ୍ୟ ଅଂଶ ଜୀବନ ରକ୍ଷାକାରୀ ଔଷଧ ତିଆରି କରିବାରେ ବ୍ୟବହାର କରାଯାଏ । ଏହି ମାଛ ବିଦେଶକୁ ମଧ୍ୟ ରପ୍ତାନି କରାଯାଏ ।

ଦିଘା ମାଛ ମାର୍କେଟ ବଜାରରେ ଏହି ପ୍ରକାରର ମାଛ ପାଇ ମତ୍ସ୍ୟଜୀବୀମାନେ ଖୁସି। ତେଲିଆ ଭୋଳା ମାଛ ଦେଖିବା ପାଇଁ ଲୋକଙ୍କ ଓ ମତ୍ସ୍ୟଜୀବୀମାନେ ଭିଡ଼ ଜମାଇଛନ୍ତି, ସେହିପରି ଦୀଘାକୁ ପର୍ଯ୍ୟଟକମାନେ ମଧ୍ୟ ଭିଡ଼ ଜମାଇଛନ୍ତି।

Leave a Reply

Your email address will not be published. Required fields are marked *