ବିଜାପୁରରେ ପୋଲିସ-ମାଓବାଦୀ ମୁହାଁମୁହିଁ, ୨ ମାଓବାଦୀ ନିପାତ

DNK LIVE NEWS- ମାଲକାନଗିରି: ଛତିଶଗଡ଼ ଵିଜାପୁର ଜିଲ୍ଲାରେ ପୁଲିସ୍‌ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଡିଆରଜି, ଏସଟିଏଫ୍ ଏବଂ ସିଆରପିଏଫ୍ କୋବ୍ରା ଜବାନ ଅପରେସନ୍ ବେଳେ ଏହି ସଫଳତା ମିଳିଛି। ଘଟଣା ସ୍ଥଳରେ ମାଓ ସଂଗଠନ ର ଶିର୍ଷ ନେତା ପାପା ରାଓ ଥିବା ସୂଚନା ମିଳିଛି । ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ଏବେ ବି ଗୁଳିବିନିମୟ ଜାରି ରହିଛି।

Leave a Reply

Your email address will not be published. Required fields are marked *