ଟିମ୍ ଇଣ୍ଡିଆ ଦିନିକିଆ ଦଳର ନେତୃତ୍ବ ନେବେ କେ.ଏଲ ରାହୁଲ, ରୋହିତଙ୍କ ସହ ଓପନ୍ କରିବେ ଜୟସ୍ବାଲ

DNK NEWS DESK- ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି । ଦିନିକିଆରେ ଦଳର ନେତୃତ୍ବ ନେବେ କେ.ଏଲ ରାହୁଲ । ଶୁବମନ ଗିଲ୍ ଆହତ କାରଣରୁ ରାହୁଲଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ତେବେ ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ସହ ଓପନ୍ କରିବେ ଯଶ୍ବସୀ ଜୟସ୍ବାଲ ।

ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି, ପନ୍ଥ, ହର୍ଷିତ ରାଣା, ୱାସିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ନୀତିଶ ରେଡ୍ଡୀ, ଋତୁରାଜ ଗାଏକ୍ବାଡ, ପ୍ରସୀଦ କ୍ରୀଷ୍ଣା ଓ ଅର୍ଶଦୀପ ସିଂହ

Leave a Reply

Your email address will not be published. Required fields are marked *