Dnk live NEWS- କ୍ରିକେଟ୍ ର ସମସ୍ତ ଫର୍ମାଟ ରୁ ଅବସର ନେଇଛନ୍ତି ଟିମ୍ ଇଣ୍ଡିଆର ଜେଣ୍ଟଲମ୍ୟାନ ଆଜୀଙ୍କ୍ୟା ରାହାଣେ । ତାଙ୍କ ଅବସର ଅନେକ କ୍ରିକେଟ ପ୍ରେମୀ ତଥା ତାଙ୍କ ଫ୍ୟାନ୍ ମାନଙ୍କ ମନ ଭାଙ୍ଗିଦେଇଛି ।
୨୦୧୧ର ତାଙ୍କର ସେହି ପଦାର୍ପଣ ମ୍ୟାଚ ଆପଣଙ୍କର ମନେ ଥିବ। କଭର ଡାଇଭ, ଷ୍ଟ୍ରେଟ ଡାଇଭ, ଆଉ besnaan କି plunket କୁ ସେ ପୁଲ ସଟ ଏବେ ବି ଆଖି ମୁଜିଲେ ମନେପଡେ।

ବ୍ୟାଟ୍ସମ୍ୟାନ୍ ଆଜିଙ୍କ୍ୟ ରାହାଣେଙ୍କ ଅବସର
ଯେମିତି ଲାଗେ ଏବେ ଏବେ ଖେଳ ଷ୍ଟାର୍ଟ କରି ପୁଣି ଅବସର ନେଇଗଲେ ଏହି ଭଦ୍ରା ଖେଳାଳି। ଯେ କି କ୍ରିକେଟ ଯେ ଏକ ଭଦ୍ରଲୋକଙ୍କ ଖେଳ ତାହା ପ୍ରମାଣିତ କରିବାରେ କୌଣସି ବି ସୁଯୋଗ ହାତଛଡା କରିନାହାନ୍ତି।
ଆଉ ସେ 2020-2021 Border Gavaskar Trophy କଥା କିଏ ବି ଭୁଲିପାରିବ?? ପ୍ରଥମ Testରେ ଟିମ୍ ଇଣ୍ଡିଆ ୩୬ ରନ୍ ରେ ଅଲ୍ ଆଉଟ୍ ହେବାପରେ ବି ସିରିଜ ବିଜୟ ,ତା ପୁଣି ଅଷ୍ଟ୍ରେଲିଆ ମାଟିରେ । ସେ ଆହୁରି 3/4ବର୍ଷ Test cricket ଖେଳି ପାରିଥାନ୍ତେ ।
















Leave a Reply