DANDAKARANYA MEDIA (OPC) PRIVATE LTD.

ପଦାର୍ପଣ ଟେଷ୍ଟ ରେ କମାଲ କଲେ ମାନବ ସୂତାର ୨୧ ରନ୍ ଦେଇ ୩ ୱିକେଟ ସଫଳତା

Dnk live News- ଟେଷ୍ଟ ପଦାର୍ପଣରେ କମାଲ କଲେ ମାନବ ସୁତାର । ୨୮ରନ୍ କରିବା ପରେ ୭ ଓଭରରେ ୨୧ ରନ୍ ଦେଇ ୩ ୱିକେଟ୍ ନେଇଛନ୍ତି । ଆଫଗାନିସ୍ତାନ ସହ ଏକମାତ୍ର ଟେଷ୍ଟରେ ଭାରତୀୟ ଦଳ ରବିବାର ୫୬୪/୮ରେ ପାଳି ଘୋଷଣା କରିଛି ।

ଡେବ୍ୟୁ ଟେଷ୍ଟ ରେ ସଫଳତା ହାସଲ ପରେ ମାନବ ସୂତାର

ପରେ ଦ୍ବିତୀୟ ଦିବସ ଖେଳ ଶେଷ ସୁଦ୍ଧା ଆଫଗାନିସ୍ତାନ ୫ ୱିକେଟରେ ୧୧୩ ରନ୍ କରିଛି । ୪୫୧ ରନ୍ ପଛରେ ଥିବା ଆଫଗାନିସ୍ତାନ ଫଲୋଅନ୍ ହେବା ସମ୍ଭାବନା ଅଧିକ ରହିଛି । ଅଲରାଉଣ୍ଡର ମାନବ ରଣଜୀରେ ରାଜସ୍ଥାନ ପକ୍ଷରୁ ଖେଳୁଥିବା ବେଳେ ଆଇପିଏଲରେ ଗୁଜରାଟ ଟାଇଟନ୍ସ ତରଫରୁ ଖେଳନ୍ତି ।

Leave a Reply

Your email address will not be published. Required fields are marked *