ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

DNK NEWS DESK- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ମଧ୍ୟରେ ତାଙ୍କୁ ହୋଟେଲ ମେ ଫେୟାର ନିଆଯାଇଥିଲା ।

ଆସନ୍ତାକାଲି ଅର୍ଥାତ ରବିବାର ଦୁଇ ଦଳର ଅନ୍ୟ ସମସ୍ତ ଖେଳାଳି ଆସିବେ । ସେଥିପାଇଁ ବିମାନବନ୍ଦରଠୁ ହୋଟେଲ ମେ ଫେୟାର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆଠ ତାରିଖରେ ନେଟ୍ ଅଭ୍ୟାସ ପାଇଁ ବାରବାଟୀ ଯିବେ ଦୁଇ ଦଳର ଖେଳାଳି ।

Leave a Reply

Your email address will not be published. Required fields are marked *